The drug trade is flourishing in the suburbs of Bhubaneswar ।। ଭୁବନେଶ୍ୱର ଉପକଣ୍ଠରେ ବଢ଼ି ଚାଲିଛି ନିଶା କାରବାର

ଭୁବନେଶ୍ୱର ଉପକଣ୍ଠ ଇନ୍‌‌ଫୋଭାଲି ଥାନାର ବିଭିନ୍ନ ଜାଗାରେ ବଢ଼ି ଚାଲିଛି ନିଶା କାରବାର। ଲୋକମାନଙ୍କ ମଧ୍ୟରେ ଯେତେ ସଚେତନତା ସୃଷ୍ଟି କଲେ ମଧ୍ୟ ଏପରିକି ପୋଲିସ୍‌‌ର ଅନେକଥର ଚଢାଉ ସତ୍ତ୍ୱେ ମଧ୍ୟ ନିଶାଡ଼ିମାନଙ୍କୁ କିଛି ଫରକ ପଡୁନି। ସେମାନେ ଅବାଧରେ ନିଶା ସେବନ ସହିତ ନିଶାକାରବାରର ସାମ୍ରାଜ୍ୟ ବଢ଼ାଇବାରେ ଲାଗିଛନ୍ତି। ଫଳରେ ସଞ୍ଜ ହେଲେ ରାଜଧାନୀ ଉପକଣ୍ଠବର୍ତ୍ତୀ ଇନ୍‌‌ଫୋଭାଲି ଥାନା ଅଞ୍ଚଳରେ ଅବାଧ ନିଶାଡ଼ିଙ୍କ ଉତ୍ପାତ ବଢ଼଼ି ଚାଲିଛି। ଇନ୍‌‌ଫୋଭାଲି ଥାନାର ତିନୋଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ … Continue reading The drug trade is flourishing in the suburbs of Bhubaneswar ।। ଭୁବନେଶ୍ୱର ଉପକଣ୍ଠରେ ବଢ଼ି ଚାଲିଛି ନିଶା କାରବାର