ଓଡ଼ିଶାରେ ଉତ୍ପାଦିତ ସୁଗନ୍ଧିତ ଚାଉଳର ଚାହିଦା ଅଧିକ

ଦୀର୍ଘସ୍ଥାୟୀ କୃଷି ପ୍ରଣାଳୀର ପ୍ରୋତ୍ସାହନ ପାଇଁ ସରକାର ଅଙ୍ଗୀକାରବଦ୍ଧ: କେଭି ଶେଷ ହୋଇଛି ତିନି ଦିନିଆ କୃଷି ଓଡ଼ିଶା-୨୦୨୫। ‘ସୁଗନ୍ଧିତ ଧାନ: ଜୈବିକ ଚାଷ ପଦ୍ଧତି ଓ ବିପଣନ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ ଜୈବିକ କୃଷି କେବଳ ଏକ ସ୍ଥାୟୀ ଖାଦ୍ୟ ଯୋଗାଣ ଶୃଙ୍ଖଳାର ଆବଶ୍ୟକତା ପୂରଣ କରିପାରିବ। ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ତରରେ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସକ୍ରିୟ ନିଷ୍ପତ୍ତି … Continue reading ଓଡ଼ିଶାରେ ଉତ୍ପାଦିତ ସୁଗନ୍ଧିତ ଚାଉଳର ଚାହିଦା ଅଧିକ