ପାକିସ୍ତାନୀ ସେନାର ବୋହୂ ସାଜିଥିଲେ ଜଣେ ଭାରତୀୟ ଗୁପ୍ତଚର!

ଏହି କାହାଣୀ ୧୯୬୯ ମସିହାରୁ ଆରମ୍ଭ ହୁଏ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଜମ୍ମୁ-କାଶ୍ମୀରର ଜଣେ ଛାତ୍ରୀଙ୍କୁ ତାଙ୍କ ବାପା ହଠାତ୍ ଘରକୁ ଡାକିଥିଲେ। ବାପାଙ୍କର ଶେଷ ଇଚ୍ଛା ଥିଲା ତାଙ୍କ ଝିଅକୁ ଦେଶ ସେବା ପାଇଁ ପ୍ରସ୍ତୁତ କରିବା। ବାପାଙ୍କର ଦେଶଭକ୍ତିର ଉତ୍ସାହକୁ ସେହି ଝିଅ ଅସ୍ୱୀକାର କରିପାରିଲା ନାହିଁ। ଏହି ଝିଅ ପରେ ‘ସେହମତ’ ନାମରେ ପରିଚିତ ହେଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ … Continue reading ପାକିସ୍ତାନୀ ସେନାର ବୋହୂ ସାଜିଥିଲେ ଜଣେ ଭାରତୀୟ ଗୁପ୍ତଚର!