The date of Independence was decided in 5 seconds ।। ୫ ସେକେଣ୍ଡରେ ସ୍ଥିର ହୋଇଥିଲା ସ୍ୱାଧୀନତାର ତାରିଖ

ତାରିଖ- ୪ ଜୁଲାଇ ୧୯୪୭ ସ୍ଥାନ- ବ୍ରିଟିଶ ସଂସଦ। ‘ହାଉସ୍ ଅଫ୍ କମନ୍ସ’ରେ ବ୍ରିଟେନର ପ୍ରଧାନମନ୍ତ୍ରୀ କ୍ଲେମେଣ୍ଟ ଆଟଲି ଠିଆ ହୋଇଥିଲେ। ତାଙ୍କ ସମ୍ମୁଖରେ ଭାରତୀୟ ସ୍ୱାଧୀନତା ବିଲ୍ ୧୯୪୭ର ଡ୍ରାଫ୍ଟ ଥିଲା। ଭାରତକୁ ସ୍ୱାଧୀନତା ଦେବା ପାଇଁ ଯେଉଁ ଆଇନ ପାସ୍ ହେବାକୁ ଥିଲା। ପ୍ରଧାନମନ୍ତ୍ରୀ ଆଟଲି କହିବା ଆରମ୍ଭ କଲେ,‘ଏହି ଆଇନ ଆମ ସାମ୍ରାଜ୍ୟର ଇତିହାସରେ ଏକ ନୂତନ ଅଧ୍ୟାୟ। ଭାରତର ଲୋକଙ୍କ ଇଚ୍ଛାକୁ ଆଉ ବିଳମ୍ବ କରାଯାଇପାରିବ ନାହିଁ।’ ପ୍ରାୟ ୨୦୦ ବର୍ଷ … Continue reading The date of Independence was decided in 5 seconds ।। ୫ ସେକେଣ୍ଡରେ ସ୍ଥିର ହୋଇଥିଲା ସ୍ୱାଧୀନତାର ତାରିଖ