ବୈଭବଙ୍କୁ ନେଇ କ୍ରିକେଟ ଜଗତ ସ୍ତବ୍ଧ! || The cricket world is stunned by Vaibhav!

ଭାରତୀୟ ଘରୋଇ କ୍ରିକେଟ୍‌ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରେଡ୍-ବଲ୍ ଟୁର୍ଣ୍ଣାମେଣ୍ଟ ‘ଦିଲୀପ ଟ୍ରଫି’ ପାଇଁ ଇଷ୍ଟ ଜୋନ୍ ନିଜର ଦଳ ଘୋଷଣା କରିସାରିଛି। ଦଳର ଅଧିନାୟକ ଇଶାନ କିଶନ୍‌ଙ୍କୁ କରାଯାଇଥିବା ବେଳେ ଦଳରେ ମହମ୍ମଦ ଶାମୀ, ମୁକେଶ କୁମାର, ଶାହବାଜ ଅହମ୍ମଦ, ଏବଂ ଅଭିମନ୍ୟୁ ଈଶ୍ୱରନ୍‌ଙ୍କ ଭଳି ଅଭିଜ୍ଞ ଜାତୀୟ ଖେଳାଳିମାନେ ସାମିଲ ଅଛନ୍ତି। କିନ୍ତୁ ସିଲେକ୍ଟରମାନଙ୍କର ଗୋଟିଏ ନିଷ୍ପତ୍ତି ସମଗ୍ର କ୍ରିକେଟ୍ ଜଗତକୁ ସ୍ତବ୍ଧ କରିଦେଇଛି! ଇଷ୍ଟ ଜୋନ୍ ସିଲେକ୍ଟରମାନେ ମାତ୍ର ୧୫ ବର୍ଷୀୟ ଯୁବ ଖେଳାଳୀ … Continue reading ବୈଭବଙ୍କୁ ନେଇ କ୍ରିକେଟ ଜଗତ ସ୍ତବ୍ଧ! || The cricket world is stunned by Vaibhav!