The cradle of industrialization in Odisha ।। ଓଡ଼ିଶାରେ ଶିଳ୍ପାୟନର ଖଡ଼ିଛୁଆଁ

ବ୍ରିଟିଶ ଶାସନ ସମୟରେ ଉନ୍ନବିଂଶ ଶତାବ୍ଦୀରେ ବାଲେଶ୍ଵର ବନ୍ଦର ବାଣିଜ୍ୟ କାରବାର ପାଇଁ ଖୁବ ଚଳ ଚଞ୍ଚଳ ଥିଲା । ସ୍ଵାଧୀନତା ପ୍ରାପ୍ତି ବେଳକୁ ବି ଓଡ଼ିଶାରେ ବ୍ୟବସାୟ ବାଣିଜ୍ୟର ଏକ ସମୃଦ୍ଧ ପରମ୍ପରା ଥିଲା । କଂସା ପିତ୍ତଳ ପାଇଁ ରେମୁଣା ବ୍ୟତୀତ ବାଳକାଟୀ ଓ କଣ୍ଟିଲୋ ପ୍ରସିଦ୍ଧ ଥିଲା। ସେହି ସମୟ ବେଳକୁ ସମ୍ବଲପୁର ଓ ବ୍ରହ୍ମପୁର ପାଟ ଶାଢୀ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲା ଓ ଏସବୁ ରପ୍ତାନୀ ବି ହେଉଥିଲା। ଔପନିବେଶିକ … Continue reading The cradle of industrialization in Odisha ।। ଓଡ଼ିଶାରେ ଶିଳ୍ପାୟନର ଖଡ଼ିଛୁଆଁ