Constitution promises ।। ନିବେଦନ ଓ ପ୍ରତିଶ୍ରୁତି ଘାଣ୍ଟି ହେଉଛି ସମ୍ବିଧାନ
ଆଜି ଦେଶ ସମ୍ବିଧାନ ଦିବସ ପାଳନ କରୁଥିବା ସମୟରେ ଦଳୀୟ ସୀମାରୁ ଉର୍ଦ୍ଧ୍ୱ ନେତାମାନେ ସମ୍ବିଧାନ ଏବଂ ଏହାର ମୂଲ୍ୟବୋଧ ଉପରେ ସେମାନଙ୍କର ଚିନ୍ତାଧାରା ବାଣ୍ଟିଥିଲେ । ୧୯୪୯ ମସିହାରେ ସମ୍ବିଧାନ ଗ୍ରହଣ ଦିନ ପ୍ରତିବର୍ଷ ୨୬ ନଭେମ୍ବରକୁ ପାଳନ କରାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ସାମ୍ବିଧାନିକ ମୂଲ୍ୟବୋଧକୁ ମଜବୁତ କରିବା ପାଇଁ ଆହ୍ୱାନ କରିଥିବା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ମମତା ବାନାର୍ଜୀ ସମ୍ବିଧାନକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତି … Continue reading Constitution promises ।। ନିବେଦନ ଓ ପ୍ରତିଶ୍ରୁତି ଘାଣ୍ଟି ହେଉଛି ସମ୍ବିଧାନ
Copy and paste this URL into your WordPress site to embed
Copy and paste this code into your site to embed