ଛାମୁଆ ସଂଗଠନର ଛତ୍ରଭଙ୍ଗ || The collapse of the Viscountess organization

ରାଜ୍ୟ ରାଜନୀତିରେ ଏବେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳୁଛି। ଦିନ ଥିଲା ବିରୋଧୀ ଦଳରେ ଥାଇ ବିଜେପି ଶାସକ ବିଜେଡିକୁ ଘେରୁଥିଲା, ରାଜରାସ୍ତାରେ ଲଢ଼େଇ କରୁଥିଲା। କିନ୍ତୁ ଆଜି ଚିତ୍ର ଓଲଟି ଯାଇଛି। କ୍ଷମତା ପାଇବା ପରେ ବିଜେପିର ସଂଗଠନ କ’ଣ ନିଦ୍ରାଭିଭୂତ ନା ଭୟରେ ଛତ୍ରଭଙ୍ଗ ଦେଉଛି? ବିଶେଷ କରି ଯୁବ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା କ’ଣ କ୍ଷମତାର ମୋହରେ ନିଜ ଦାୟିତ୍ୱ ଭୁଲିଯାଇଛନ୍ତି? ଅନ୍ୟପଟେ ନିର୍ବାଚନ ପରାଜୟ ପରେ ଦିଗହରା … Continue reading ଛାମୁଆ ସଂଗଠନର ଛତ୍ରଭଙ୍ଗ || The collapse of the Viscountess organization