ସ୍କୁଲରେ ରୋଷେୟାଙ୍କ ମାସିକ ଦରମା ୫୦% ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ବିଦ୍ୟାଳୟରେ ନିୟୋଜିତ ରୋଷେୟାଙ୍କ ମାସିକ ପାରିଶ୍ରମିକରେ ୫୦% ବୃଦ୍ଧି ଘୋଷଣା କରିଛନ୍ତି। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ପରିବେଷଣ ପାଇଁ ବିଦ୍ୟାଳୟରେ ନିୟୋଜିତ ରୋଷେୟା-କମ ସହାୟକଙ୍କ ମାସିକ ଦରମା ୨,୦ ଟଙ୍କାରୁ ୩,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଦରମା ବୃଦ୍ଧି ଦ୍ୱାରା ସାରା ରାଜ୍ୟରେ ୧,୧୨,୦୯୦ ରୋଷେୟା-କମ-ସହାୟିକା ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ଅତିରିକ୍ତ ୧୧୨.୯ କୋଟି ଟଙ୍କା ଖର୍ଚ୍ଚ କରିବେ। ସରକାରୀ … Continue reading ସ୍କୁଲରେ ରୋଷେୟାଙ୍କ ମାସିକ ଦରମା ୫୦% ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed