ମହାକୁମ୍ଭ ଶ୍ରଦ୍ଧାଳୁଙ୍କ ପାଇଁ ୫୦ ପ୍ରତିଶତ ଶସ୍ତା ହେଲା ଇଣ୍ଡିଗୋ ଟିକେଟ ଦାମ

ମହାକୁମ୍ଭକୁ ଯିବା ପାଇଁ ବିମାନ ଟିକେଟ ହେଲା ଶସ୍ତା । ସରକାରଙ୍କ ଆଗ୍ରହ ପରେ ଏୟାରଲାଇନ୍ସ କମ୍ପାନୀ ପ୍ରୟାଗରାଜ ରୁଟରେ ଚାଲଉଥିବା ବିମାନ ଟିକେଟ ଦାମ୍ ଶସ୍ତା କରିଦେଇଛନ୍ତି । ଇଣ୍ଡିଗୋ ମହାକୁମ୍ଭ ପାଇଁ ପ୍ରୟାଗରାଜକୁ ଯାଉଥିବା ଯାତ୍ରୀଙ୍କୁ ଆଶ୍ବସ୍ତି ଦେଇଛି । ଇଣ୍ଡିଗୋ ପ୍ରୟାଗରାଜ ରୁଟରେ ବିମାନ ଟିକେଟ ୩୦ରୁ ୫୦ ପ୍ରତିଶତ ଶସ୍ତା କରିଛି । ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରୟାଗରାଜକୁ ବିମାନ ଭଡ଼ା ଅଧିକ ମହଙ୍ଗା ହୋଇଥିବା କହିବା ପରେ ଇଣ୍ଡିଗୋ ଦାମ୍ … Continue reading ମହାକୁମ୍ଭ ଶ୍ରଦ୍ଧାଳୁଙ୍କ ପାଇଁ ୫୦ ପ୍ରତିଶତ ଶସ୍ତା ହେଲା ଇଣ୍ଡିଗୋ ଟିକେଟ ଦାମ