ରାଜ୍ୟଗୁଡ଼ିକୁ କେନ୍ଦ୍ର ଟିକସ ଦ୍ୱିଗୁଣିତ, ଓଡ଼ିଶାକୁ ୭୮୩୪.୮୦ କୋଟି ଟଙ୍କା ବ୍ୟୟ
ନିର୍ଦ୍ଧାରିତ ସମୟ ପୂର୍ବରୁ ଟିକସ ବଣ୍ଟନ ଯୋଗୁଁ କେନ୍ଦ୍ର ଶୁକ୍ରବାର ଓଡ଼ିଶାକୁ ୭,୮୩୪.୮୦ କୋଟି ଟଙ୍କା ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜ୍ଞାପନ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶା ପାଇଁ ଆବଣ୍ଟିତ ୭,୮୩୪.୮୦ କୋଟି ଟଙ୍କା ସମେତ ରାଜ୍ୟ ସରକାରମାନଙ୍କୁ ୧,୭୩,୦୩୦ କୋଟି ଟଙ୍କାର ଅଗ୍ରୀମ କିସ୍ତି ପ୍ରଦାନ କରିବା ସମୟୋପଯୋଗୀ ସହାୟତା ବୋଲି ବର୍ଣ୍ଣନା କରିଛନ୍ତି। ୨୦୨୫ ଜାନୁଆରିରେ ରାଜ୍ୟ ସରକାରଙ୍କୁ ୧,୭୩,୦୩୦ କୋଟି … Continue reading ରାଜ୍ୟଗୁଡ଼ିକୁ କେନ୍ଦ୍ର ଟିକସ ଦ୍ୱିଗୁଣିତ, ଓଡ଼ିଶାକୁ ୭୮୩୪.୮୦ କୋଟି ଟଙ୍କା ବ୍ୟୟ
Copy and paste this URL into your WordPress site to embed
Copy and paste this code into your site to embed