ଜଳୁଛି କାଲିଫର୍ଣ୍ଣିଆ ଜଙ୍ଗଲ, ଆହୁରି ଛାରଖାର କରିବ ନିଆଁ, ୭ ଦିନରେ ୨୩ ଲକ୍ଷ କୋଟି ସ୍ୱାହା
ଲସ୍ ଆଞ୍ଜେଲସ୍ ଜଙ୍ଗଲରେ ଲାଗିଥିବା ନିଆଁରେ ମୃତ୍ୟୁ ସଂଖ୍ୟା ୨୫ ପାର୍ କଲାଣି । ଜାତୀୟ ପାଣିପାଗ ସେବା ପକ୍ଷରୁ ସପ୍ତାହସାରା ପ୍ରବଳ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି । ପାହାଡ଼ିଆ ଅଞ୍ଚଳରେ ୭୦ କିଲୋମିଟର ବେଗରେ ପବନ ବହିବା ସହ ବିସ୍ଫୋରକ ବୃଦ୍ଧି ନେଇ ପାଣିପାଗ ବିଭାଗ ସତର୍କ କରାଇବା ସହ ତୁରନ୍ତ ସ୍ଥାନାନ୍ତର ନିର୍ଦ୍ଦେଶ ପାଳନ କରିବାକୁ ବାସିନ୍ଦା ମାନଙ୍କୁ ଅନୁରୋଧ କରାଯାଉଛି । ଅଧିକାରୀମାନେ ମଙ୍ଗଳବାରକୁ ସବୁଠାରୁ ବିପଜ୍ଜନକ ଦିନ ବୋଲି … Continue reading ଜଳୁଛି କାଲିଫର୍ଣ୍ଣିଆ ଜଙ୍ଗଲ, ଆହୁରି ଛାରଖାର କରିବ ନିଆଁ, ୭ ଦିନରେ ୨୩ ଲକ୍ଷ କୋଟି ସ୍ୱାହା
Copy and paste this URL into your WordPress site to embed
Copy and paste this code into your site to embed