ଖୋର୍ଦ୍ଧାରୋଡ୍‍କୁ ଓଡ଼ିଶାର ପ୍ରଥମ ରାଜଧାନୀଭାବେ ଗ୍ରହଣ କରିଥିଲେ ଇଂରେଜ

ରବିବାର ରାଜଧାନୀ ଭୁବନେଶ୍ୱର ଏହାର ୭୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। କିନ୍ତୁ ୧୯୩୫ ମସିହାରେ ଇଂରେଜମାନେ କଟକ ଉପରେ ଥିବା ଖୋର୍ଦ୍ଧାରୋଡକୁ ରାଜ୍ୟର ସମ୍ଭାବ୍ୟ ରାଜଧାନୀ ଭାବରେ ବିବେଚନା କରିଥିଲେ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ କଟକ ରାଜଧାନୀ ହୋଇଥିଲା ଓ ଏହାର ସ୍ଥାନ ନେଇଥିଲା ଆଧୁନିକ ସହର ଭୁବନେଶ୍ୱର। ପୂର୍ବ ରେଳବାଇର ଜଣେ ବରିଷ୍ଠ ଅଧିକାରୀ ତଥା ନିଜେ ଜଣେ ଆର୍କାଇଭର ସାତ୍ୟକୀ ନାଥ ୧୯୩୫ ନଭେମ୍ବର ୧ ତାରିଖର ଷ୍ଟେଟସମ୍ୟାନ ଖବରକାଗଜର … Continue reading ଖୋର୍ଦ୍ଧାରୋଡ୍‍କୁ ଓଡ଼ିଶାର ପ୍ରଥମ ରାଜଧାନୀଭାବେ ଗ୍ରହଣ କରିଥିଲେ ଇଂରେଜ