ଭାରତରେ ୧୪ ମୋଟରସାଇକେଲ ଲଞ୍ଚ କରିବ ଏହି ବ୍ରାଣ୍ଡ, ୨୦୨୫ ରେ ଲାଗିବ ବାଇକର ଧାଡ଼ି

୨୦୨୫ ବର୍ଷ ଅଟୋ ଇଣ୍ଡଷ୍ଟ୍ରି ପାଇଁ ଅନେକ ନୂଆ ମଡେଲ୍ ଆଣିଛି । ଚଳିତ ବର୍ଷ ଅନେକ ବାଇକ୍ ଏବଂ କାର ଲଞ୍ଚ କରିବାକୁ ଯାଉଛି । ଇଟାଲୀ କମ୍ପାନୀ ଡୁଗାଟୀ ଚଳିତ ବର୍ଷ ଭାରତୀୟ ବଜାରରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ୧୪ ଟି ମୋଟରସାଇକେଲ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଯଦି ଦେଖାଯାଏ ତେବେ ମାର୍କେଟରେ ପ୍ରତି ମାସରେ ଡୁକାଟୀର ନୂଆ ମଡେଲ୍ ଲଞ୍ଚ ହୋଇପାରିବ । ନୂଆ ମଡେଲଗୁଡିକର ଲଞ୍ଚିଂ ସହିତ … Continue reading ଭାରତରେ ୧୪ ମୋଟରସାଇକେଲ ଲଞ୍ଚ କରିବ ଏହି ବ୍ରାଣ୍ଡ, ୨୦୨୫ ରେ ଲାଗିବ ବାଇକର ଧାଡ଼ି