ବିଜେଡିର ବିପର୍ଯ୍ୟୟ ଓ ଭୁଶୁଡୁଥିବା ଦୁର୍ଗ || The BJD’s disaster and crumbling fortress

ଯେଉଁ ଦଳର ଗୋଟିଏ ସଙ୍କେତରେ ସାରା ଓଡ଼ିଶା ଚାଲୁଥିଲା, ସେହି ଦଳ ଏବେ ତାସଘର ପରି ଭୁଶୁଡ଼ିବାରେ ଲାଗିଛି। ଭଦ୍ରକରୁ ବାଲେଶ୍ୱର, ରାୟଗଡ଼ାରୁ ପାଟକୁରା—ସବୁଠି ଏବେ ବିଦ୍ରୋହର ନିଆଁ। କାହିଁକି ‘ମୁରବୀଶୂନ୍ୟ’ ହୋଇପଡ଼ିଲା ବିଜେଡି? କାହିଁକି ନିଷ୍ଠାପର କର୍ମୀମାନେ ଦଳ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି?  ଭଦ୍ରକ—ବିଜେଡିର ଶକ୍ତିଶାଳୀ ଗଡ଼। କିନ୍ତୁ ଏହି ଗଡ଼ରୁ ଆଜି ୫୦୦ରୁ ଅଧିକ ନିର୍ବାଚିତ ପ୍ରତିନିଧି ଏବଂ ପ୍ରମୁଖ ନେତା ସମୂହ ଇସ୍ତଫା ଦେଇଛନ୍ତି। ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ବିଧାୟକ … Continue reading ବିଜେଡିର ବିପର୍ଯ୍ୟୟ ଓ ଭୁଶୁଡୁଥିବା ଦୁର୍ଗ || The BJD’s disaster and crumbling fortress