The BJD President and Co. have become agents of the BJP. II ବିଜେପିର ଏଜେଣ୍ଟ ସାଜିଛନ୍ତି ବିଜେଡି ସଭାପତି ଆଣ୍ଡ କୋ

ରାଜ୍ୟରେ ନୂଆପଡ଼ା ଉପ ନିର୍ବାଚନ ଯେତିକି ପାଖଉଛି, ବିଜୁ ଜନତା ଦଳ ସେତିକି ଦୁର୍ବଳ ହେବାରେ ଲାଗିଛି। ଖାଲି ସେତିକି ନୁହେଁ ଏହାର ନେତାମାନେ ଯେ ପ୍ରତ୍ୟକ୍ଷ ବା ପରୋକ୍ଷରେ ବିଜେପିର ଏଜେଣ୍ଟ ସାଜିଛନ୍ତି ତାହାକୁ ପ୍ରମାଣିତ କରୁଛି। ଏହି ତାଲିକାରେ ଖାଲି ତୃତୀୟ ଧାଡ଼ିର କି ପ୍ରଥମ ଧାଡ଼ିର ନେତା ନୁହଁନ୍ତି ଖୋଦ୍‍ ସଭାପତି ବି ନାଁ ଲେଖାଇଛନ୍ତି। ଫଳରେ ନୂଆପଡ଼ା ଏବେଠାରୁ ଆଉ ବିଜେଡିର ହୋଇ ରହିନାହିଁ ତାହା ସ୍ପଷ୍ଟ କରୁଛି। କେହି କେହି … Continue reading The BJD President and Co. have become agents of the BJP. II ବିଜେପିର ଏଜେଣ୍ଟ ସାଜିଛନ୍ତି ବିଜେଡି ସଭାପତି ଆଣ୍ଡ କୋ