ଇତିହାସର ସବୁଠୁ ବଡ଼ ରହସ୍ୟ: ମରିଚଝାଁପି ନରସଂହାର || The biggest mystery of history: Mauritius Massacre

ତାରିଖଟି ଥିଲା ୧୯୭୯ ମସିହା ଜାନୁଆରୀ ୨୬। ଯେତେବେଳେ ପୂରା ଦେଶ ୩୦ ତମ ଗଣତନ୍ତ୍ର ଦିବସର ଉତ୍ସବ ପାଳନ କରୁଥିଲା, ଠିକ୍ ସେହି ସମୟରେ ପଶ୍ଚିମବଙ୍ଗର ସୁନ୍ଦରବନରେ ଥିବା ଏକ ଛୋଟ ଦ୍ୱୀପରେ ଚାଲିଥିଲା ସ୍ୱାଧୀନ ଭାରତ ଇତିହାସର ଏକ ଅମାନବୀୟ କଳଙ୍କିତ ଅଧ୍ୟାୟ। ସେହି ଦ୍ୱୀପର ନାମ ଥିଲା—ମରିଚଝାଁପି। ଦେଶବାସୀ ଯେତେବେଳେ ତ୍ରିରଙ୍ଗା ଉଡ଼ାଇ ଉତ୍ସବ ମନାଉଥିଲେ, ସେତେବେଳେ ପୋଲିସ ଲଞ୍ଚ୍ ଘେରି ରହିଥିଲା ଗୋଟିଏ ପୂରା ଦ୍ୱୀପକୁ। ଜାରି କରାଯାଇଥିଲା ଧାରା ୧୪୪। … Continue reading ଇତିହାସର ସବୁଠୁ ବଡ଼ ରହସ୍ୟ: ମରିଚଝାଁପି ନରସଂହାର || The biggest mystery of history: Mauritius Massacre