ଓଡ଼ିଶା ରାଜନୀତିର ବଡ଼ ପ୍ରଶ୍ନ: କାହିଁକି ନୀରବ କଂଗ୍ରେସ? || The big question of Odisha politics: Why is Congress silent?

ଓଡ଼ିଶା ରାଜନୀତିର ଯେଉଁ ସ୍ବର ଦିନେ ସବୁଠାରୁ ତୀବ୍ର ଥିଲା, ଯେଉଁ ଦଳ ଦିନେ ରାଜ୍ୟର ଶାସନ ଡୋରି ସମ୍ଭାଳୁଥିଲା ଏବଂ ପରବର୍ତ୍ତୀ ସମୟରେ ମୁଖ୍ୟ ବିରୋଧୀଙ୍କ ଭୂମିକାରେ ପ୍ରଶ୍ନବାଣ ବିନ୍ଧୁଥିଲା—ଆଜି ସେହି କଂଗ୍ରେସ କାହିଁକି ହଠାତ୍ ନୀରବ ହୋଇଯାଇଛି? ଗଣତନ୍ତ୍ରରେ ବିରୋଧୀ ଦଳ ହେଉଛନ୍ତି ଜନସାଧାରଣଙ୍କ ସ୍ବର। ଶାସକ ଦଳ ଯେତେବେଳେ ବଡ଼ ବଡ଼ ନୀତି ନିଷ୍ପତ୍ତି ନିଏ, ଯେତେବେଳେ ନୂଆ ଆଇନ ଆସେ, କିମ୍ବା ଯେତେବେଳେ କୌଣସି ବିବାଦୀୟ ପ୍ରସଙ୍ଗ ସାମ୍ନାକୁ ଆସେ—ସେତେବେଳେ ମୁଖ୍ୟ … Continue reading ଓଡ଼ିଶା ରାଜନୀତିର ବଡ଼ ପ୍ରଶ୍ନ: କାହିଁକି ନୀରବ କଂଗ୍ରେସ? || The big question of Odisha politics: Why is Congress silent?