ତହୁଁବଡ଼ା ଖେଳାଳି

କିଛିଦିନ ହେଲା ଓଡ଼ିଶାରେ ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍‍ ରାଜ୍ୟରେ ପୁଣି ଚର୍ଚ୍ଚାର ପରିଧିକୁ ଆସିଛନ୍ତି। କେହି କହୁଛନ୍ତି ସେ ପୁଣିଥରେ ଆଇଏଏସ୍‍କୁ ଫେରିବେ, ଆଉ କେହି କହୁଛନ୍ତି ସେ ଏକ ଆନ୍ତର୍ଜାତିକ ସଂସ୍ଥାରେ କାର୍ଯ୍ୟ କରିବାକୁ ବିଦେଶ ଯିବେ। ଏବେ ନିର୍ବାଚନ ଋତୁ ନ ଥିବାରୁ ଏହି ଆକଳନ, ଅନୁମାନ ସତ୍ୟ ହୋଇପାରେ। କିନ୍ତୁ ନବୀନଙ୍କ ସେବକ ପାଲଟିଥିବା ବିଜେଡିର ଏହି ପାଣ୍ଡିଆନ୍‍ ଅଘୋଷିତ ସର୍ବେସର୍ବା ହୋଇଥିବା ସ୍ପଷ୍ଟ। ସେଥିଲାଗି ନିଜର ଗୁରୁ, ସାଧାରଣ ଜନତା ତଥା … Continue reading ତହୁଁବଡ଼ା ଖେଳାଳି