ବିଜେଡିରେ ବିଦ୍ରୋହର ଆରମ୍ଭ! || The beginning of a rebellion in the BJD!

ନବୀନଙ୍କ ନିଦ ହଜାଇଲେଣି ନିଜ ବିଧାୟକ  କାହା ଉପରେ ରହିଛି ସଭାପତିଙ୍କ ସନ୍ଦେହ? ରାଜ୍ୟ ରାଜନୀତିର ପାଣିପାଗ ଏବେ ବେଶ୍ ଉଷ୍ମ। ସାଧାରଣତଃ ନିର୍ବାଚନ ପରେ ପରାଜିତ ଦଳଗୁଡ଼ିକ ଶାନ୍ତ ରହି ଆତ୍ମସମୀକ୍ଷା କରନ୍ତି, କିନ୍ତୁ ବିଜୁ ଜନତା ଦଳ (ବିଜେଡି) କ୍ଷେତ୍ରରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ଆସନ୍ତା ୧୬ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିସାରିଛି। କିନ୍ତୁ ଏହି ନିର୍ବାଚନ ଶାସକ ବିଜେପି ଓ ଅନ୍ୟତମ ବିରୋଧୀ ଯିଏକି … Continue reading ବିଜେଡିରେ ବିଦ୍ରୋହର ଆରମ୍ଭ! || The beginning of a rebellion in the BJD!