ବସ୍ତର ଅଲିମ୍ପିକ୍ସ ଆଦିବାସୀ ପିଲାଙ୍କ ପାଇଁ ନୂଆ ଦିଗନ୍ତ ଖୋଲିବ
ଏହା ଶାନ୍ତି, ନିରପତ୍ତା, ପ୍ରଗତିର ଭିତ୍ତିଭୂମି ସ୍ଥାପନ କରିବ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଛତିଶଗଡ଼ର ଜଗଦଲପୁରଠାରେ ବସ୍ତର ଅଲିମ୍ପିକ୍ସର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଐତିହାସିକ ବସ୍ତର ଅଲିମ୍ପିକ୍ସ ୨୦୨୪ ଆଜି ଶେଷ ହେବାକୁ … Continue reading ବସ୍ତର ଅଲିମ୍ପିକ୍ସ ଆଦିବାସୀ ପିଲାଙ୍କ ପାଇଁ ନୂଆ ଦିଗନ୍ତ ଖୋଲିବ
Copy and paste this URL into your WordPress site to embed
Copy and paste this code into your site to embed