ଏବେବି ଶିଶୁକୁ ଦିଆଯାଉଛି ଗରମ ଚେଙ୍କ
Hot Iron Rod treatment: ଏବେବି ରାଜ୍ୟରେ ଚିକିତ୍ସା କ୍ଷେତ୍ରରେ ଅନ୍ଧବିଶ୍ୱାସର ପ୍ରଭାବ ଜାରୀ ରହିଛି। ଡାକ୍ତରୀ ଚିକିତ୍ସା ବଦଳରେ କୋମଳମତି ଶିଶୁମାନଙ୍କୁ ଗରମ ଲୁହା ରଡ଼ ଚେଙ୍କ ଦିଆଯାଉଛି; ଯାହାକି ଅତ୍ୟନ୍ତ ଚିନ୍ତାଜନକ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଫୁଣ୍ଡେଲପଡ଼ା ଗ୍ରାମର ଜଣେ ଶିଶୁ ପୁତ୍ରକୁ ପ୍ରାୟ ୪୦ ଥର ଗରମ ଲୁହା ରଡରେ ଚେଙ୍କ ଯିବା ପରେ ଚିକିତ୍ସା ପାଇଁ ତାଙ୍କୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ନବରଙ୍ଗପୁର … Continue reading ଏବେବି ଶିଶୁକୁ ଦିଆଯାଉଛି ଗରମ ଚେଙ୍କ
Copy and paste this URL into your WordPress site to embed
Copy and paste this code into your site to embed