‘ସଂସଦ ଘେରାଉ ଉଦ୍ୟମ ଗଣତନ୍ତ୍ର ବିରୋଧୀ’; ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ବିକ୍ଷୋଭକାରୀଙ୍କୁ ବିଜେପିର କଡ଼ା ସମାଲୋଚନା || ‘The attempt to surround Parliament is anti-democratic’; BJP strongly criticizes opposition leader Rahul Gandhi and protesters

ରାଜଧାନୀ ଦିଲ୍ଲୀରେ ଛାତ୍ର ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ସଂସଦ ଭବନ ଆଡ଼କୁ ଆୟୋଜିତ ମାର୍ଚ୍ଚ ଏବଂ ପ୍ରତିବାଦ ସଭାକୁ ନେଇ ରାଜନୀତି ଜୋର ଧରିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ବିକ୍ଷୋଭକାରୀଙ୍କ ଏହି ‘ସଂସଦ ମାର୍ଚ୍ଚ’କୁ ଭାରତୀୟ ଜନତା ପାର୍ଟି (ବିଜେପି) କଡ଼ା ଭାଷାରେ ନିନ୍ଦା କରିବା ସହ ଏହାକୁ ଗଣତାନ୍ତ୍ରିକ ପ୍ରକ୍ରିୟା ଓ ଆଇନ ଶୃଙ୍ଖଳା ବିରୋଧୀ ବୋଲି ଅଭିଯୋଗ କରିଛି। ସଂସଦ ଭବନ ଆଡ଼କୁ ବଢ଼ୁଥିଲେ ବିକ୍ଷୋଭକାରୀ ସୂଚନାଯୋଗ୍ୟ ଯେ, … Continue reading ‘ସଂସଦ ଘେରାଉ ଉଦ୍ୟମ ଗଣତନ୍ତ୍ର ବିରୋଧୀ’; ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ବିକ୍ଷୋଭକାରୀଙ୍କୁ ବିଜେପିର କଡ଼ା ସମାଲୋଚନା || ‘The attempt to surround Parliament is anti-democratic’; BJP strongly criticizes opposition leader Rahul Gandhi and protesters