ବିଧାନସଭା ନା ରଣକ୍ଷେତ୍ର

ବିଧାନସଭାରେ ଏବେ କିଛିଦିନ ହେଲା ସୃଷ୍ଟି ହେଉଥିବା ଦୃଶ୍ୟଗୁଡ଼ିକୁ ଦେଖିଲେ ଲାଗୁଛି ସତେ ଯେମିତି ଓଡ଼ିଶା ପୁଣିଥରେ ନିର୍ବାଚନକୁ ଯାଉଛି। କାରଣ ନିର୍ବାଚନ ପୂର୍ବରୁ ହିଁ ପ୍ରତି ବିଧାନସଭା ଓ ଲୋକସଭାରେ ଏମିତି ରଣକ୍ଷେତ୍ର ସୃଷ୍ଟି ହେବାର ନଜିର ରହିଛି। ଏବେ ଯେମିତି ବିହାର ବିଧାନସଭାରେ ନୀତିଶ କୁମାରଙ୍କ ଆକ୍ରମଣାତ୍ମକ ମନ୍ତବ୍ୟ ଏବଂ ସେଠାର ବିଧାନସଭା ବାହାରେ ଆରଜେଡି ନେତ୍ରୀ ରାବିଡି ଦେବୀଙ୍କ ନିରୀହ ବୟାନ ତାହାର ଜ୍ୱଳନ୍ତ ଉଦାହରଣ ଦେଉଛି। କିନ୍ତୁ ଆମ ରାଜ୍ୟରେ ତ … Continue reading ବିଧାନସଭା ନା ରଣକ୍ଷେତ୍ର