ଥରୁର କହିଲେ ଆମେ Gen Zଙ୍କୁ ବୁଝିପାରିଲୁ ନାହିଁ || Tharoor Questions Congress
କଂଗ୍ରେସର ଛାତ୍ର ଓ ଯୁବ ଅଭିଯାନକୁ ନେଇ ଦଳ ଭିତରୁ ହିଁ ଏବେ ଆତ୍ମସମୀକ୍ଷାର ସ୍ୱର ଶୁଣିବାକୁ ମିଳିଛି। କଂଗ୍ରେସ ସାଂସଦ ଶଶି ଥରୁର ରାହୁଲ ଗାନ୍ଧୀଙ୍କ ‘ଛାତ୍ରଙ୍କ ଗୁଞ୍ଜ୍’ ଅଭିଯାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଛାତ୍ରମାନଙ୍କ ମଧ୍ୟରେ ଏହି ଅଭିଯାନକୁ ଆଶାନୁରୂପ ସମର୍ଥନ ମିଳିନଥିବା ନେଇ ଥରୁର କହିଛନ୍ତି ଯେ କଂଗ୍ରେସକୁ ନିଜର ରଣନୀତି ଉପରେ ଆତ୍ମସମୀକ୍ଷା କରିବା ଆବଶ୍ୟକ। ଏକ ସାକ୍ଷାତକାରରେ ଶଶି ଥରୁରଙ୍କୁ ପଚରାଯାଇଥିଲା ଯେ ରାହୁଲ ଗାନ୍ଧୀଙ୍କ ‘ଛାତ୍ରଙ୍କ ଗୁଞ୍ଜ୍’ ଅଭିଯାନକୁ ଛାତ୍ରମାନଙ୍କ … Continue reading ଥରୁର କହିଲେ ଆମେ Gen Zଙ୍କୁ ବୁଝିପାରିଲୁ ନାହିଁ || Tharoor Questions Congress
Copy and paste this URL into your WordPress site to embed
Copy and paste this code into your site to embed