Tharoor proved rahul gandhi liar II ରାହୁଲଙ୍କୁ ମିଛୁଆ ପ୍ରମାଣିତ କଲେ ଥରୁର୍‍

  ଆମେରିକାରେ ଏକ ସର୍ବଦଳୀୟ ଅପରେସନ ସିନ୍ଦୁର ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଉଥିବା କଂଗ୍ରେସ ନେତା ଶଶୀ ଥରୁର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ରାହୁଲ ଗାନ୍ଧୀଙ୍କ “ନରେନ୍ଦ୍ର ଆତ୍ମସମର୍ପଣ” ମନ୍ତବ୍ୟର ପ୍ରତିବାଦ କରିଛନ୍ତି । ଏହା ସହିତ ସେ ସ୍ପଷ୍ଟ କରିଛନ୍ତି ଯେ , ଭାରତ-ପାକିସ୍ତାନ ବିବାଦରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ନାହିଁ । ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ ପରେ ପ୍ରଧାନମନ୍ତ୍ରୀ ମୋଦୀ ଆତ୍ମସମର୍ପଣ କରିଥିବା ଗାନ୍ଧୀଙ୍କ ମନ୍ତବ୍ୟ ବିଷୟରେ ପଚରାଯିବାରୁ ଶଶୀ ଥରୁର ଏହି ମନ୍ତବ୍ୟ … Continue reading Tharoor proved rahul gandhi liar II ରାହୁଲଙ୍କୁ ମିଛୁଆ ପ୍ରମାଣିତ କଲେ ଥରୁର୍‍