Tests of Astra missile from Sukhoi 30 successful ।। ପାକିସ୍ତାନ- ଚୀନର ନିଦ ହଜେଇବ ‘ଅସ୍ତ୍ର’

ଅପରେସନ ସିନ୍ଦୂର ସମୟରେ ଭାରତର ସ୍ୱଦେଶୀ ବାୟୁ-ପ୍ରତିରକ୍ଷା ପ୍ରଣାଳୀରେ ଉଚ୍ଚ ନିର୍ଭରଯୋଗ୍ୟତା ମଧ୍ୟରେ, ଭାରତୀୟ ବାୟୁସେନା ଶୁକ୍ରବାର ଚାନ୍ଦିପୁର ଠାରେ ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଚାନ୍ଦିପୁର ଉପକୂଳରେ ସୁଖୋଇ ୩୦ ଏମକେଆଇ ଯୁଦ୍ଧ ବିମାନରେ ଏହି ‘ଅସ୍ତ୍ର’ର ବିମାନ ପରୀକ୍ଷଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରଟି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅଟେ । ଯାହାକି ଆକାଶମାର୍ଗରେ ନିର୍ଦ୍ଧାରିତ ଲକ୍ଷ୍ୟକୁ ଧାର୍ଯ୍ୟ ସମୟରେ ଧ୍ବଂସ କରିବାର କ୍ଷମତା ରଖିଛି । ଏୟାର-ଟୁ-ଏୟାର ମିସାଇଲ ଅସ୍ତ୍ର ବିଭିଆରଏଏଏମ … Continue reading Tests of Astra missile from Sukhoi 30 successful ।। ପାକିସ୍ତାନ- ଚୀନର ନିଦ ହଜେଇବ ‘ଅସ୍ତ୍ର’