ପରୀକ୍ଷା ନା ଦୁର୍ନୀତି? || Test or corruption?

ଦେଶର ସବୁଠାରୁ ବଡ଼ medical entrance examination ମଧ୍ୟରୁ ଗୋଟିଏ NEET UG 2026 କୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ପରୀକ୍ଷା ବାତିଲ ହେବାର ଖବର ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଗଭୀର ଆଘାତ ଦେଇଛି। ଏହା କେବଳ ଗୋଟିଏ ପରୀକ୍ଷାର ବିବାଦ ନୁହେଁ। ଏହା ସେହି ପରିବାରମାନଙ୍କ କାହାଣୀ, ଯେଉଁମାନେ ବର୍ଷ ଦରି ପରିଶ୍ରମ, ତ୍ୟାଗ ଓ ଆର୍ଥିକ ସଂଘର୍ଷ ମାଧ୍ୟମରେ ନିଜ ସନ୍ତାନଙ୍କୁ … Continue reading ପରୀକ୍ଷା ନା ଦୁର୍ନୀତି? || Test or corruption?