Terrorists behind Pahalgam attack identified, could be eliminated soon ।। ପହଲଗାମ ଆକ୍ରମଣକାରୀ ଆତଙ୍କବାଦୀ ଚିହ୍ନଟ, ଖୁବ୍‌ଶୀଘ୍ର ହେବେ ନିପାତ!

ଜମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ଭାବରେ ତାଙ୍କ ପାଞ୍ଚ ବର୍ଷ ପୂରଣ ଅବସରରେ ବୁଧବାର ଦିଲ୍ଲୀର ଗାନ୍ଧୀ ସ୍ମୃତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନୋଜ ସିହ୍ନା କହିଛନ୍ତି ଯେ ସୁରକ୍ଷା ଏଜେନ୍ସିଗୁଡ଼ିକ ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆକ୍ରମଣ ପଛରେ ଥିବା ଆତଙ୍କବାଦୀଙ୍କୁ ଚିହ୍ନଟ କରିଛନ୍ତି ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ନିପାତ କରାଯିବ। ଆକ୍ରମଣ ପଛର ଉଦ୍ଦେଶ୍ୟ ସମ୍ପର୍କରେ ଉପରାଜ୍ୟପାଳ ସିହ୍ନା କହିଛନ୍ତି ଯେ ଏହା “ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି କରିବା ଏବଂ ରାଜ୍ୟର … Continue reading Terrorists behind Pahalgam attack identified, could be eliminated soon ।। ପହଲଗାମ ଆକ୍ରମଣକାରୀ ଆତଙ୍କବାଦୀ ଚିହ୍ନଟ, ଖୁବ୍‌ଶୀଘ୍ର ହେବେ ନିପାତ!