Terror threat to Puri Srimandir! ।। ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ଧମକ!
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବାଲିସାହି ପ୍ରବେଶପଥର ଏକ ମନ୍ଦିର କାନ୍ଥରେ ଆତଙ୍କବାଦୀ ଆକ୍ରମଣ ନେଇ ମିଳିଥିଲା ଧମକପୂର୍ଣ୍ଣ ବାର୍ତ୍ତା । ‘ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ। ଦୁଇଟି ସ୍ଥାନରେ କଡ଼ା ଚେତାବନୀ ଦେଇ ଏପରି କାନ୍ଥରେ ଲେଖିଥିଲେ ଅଜଣା ବ୍ୟକ୍ତି । ବୁଢ଼ୀ ମା’ ଠାକୁରାଣୀ ମନ୍ଦିର କାନ୍ଥରେ ଦୁଇଟି ସ୍ଥାନରେ ଦେଖାଯାଇଥିବା ଏହି ଧମକପୂର୍ଣ୍ଣ ବାର୍ତ୍ତା ଭିତରେ ପିଏମ୍ ମୋଦୀଙ୍କ ନାମ ମଧ୍ୟ ଲେଖାଯାଇଥିଲା। ଗୋଟିଏ ପାର୍ଶ୍ବରେ ‘ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ ସାଙ୍ଗକୁ ଏକାଧିକ ଫୋନ୍ ନମ୍ବର … Continue reading Terror threat to Puri Srimandir! ।। ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ଧମକ!
Copy and paste this URL into your WordPress site to embed
Copy and paste this code into your site to embed