ପୁରୀ ବିଜେଡିରେ ଭୟଙ୍କର ବିସ୍ଫୋରଣ!

ପୁରୀ ବିଜେଡିରେ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ସଞ୍ଜୟ ଉମାଙ୍କ ଭିତରେ ଜିଲ୍ଲା ସଭାପତିକୁ ନେଇ ଏମିତି କଳି ତିଆରି କରାଯାଉଛି ଯେ ତାକୁ ଲକ୍ଷ୍ୟ କଲେ ଆଗାମୀ ଦିନରେ ଖୁବଶୀଘ୍ର ପୁରୀ ରାଜନୀତିରେ ଏମିତି ଏକ ବିସ୍ଫୋରଣ ହେବାକୁ ଯାଉଛି ଯାହା ରାଜ୍ୟ ରାଜନୀତିକୁ ଥରାଇ ଦେବ। ତେବେ ଏ କଳି ପଛରେ ନାୟକ ରୂପି ଖଳନାୟକ ଟି କିଏ ଆଉ କାହା ପାଇଁ ପୁରୀ ବିଜେଡିରେ ଏଭଳି ସ୍ଥିତି। ପୁରୀ ବିଜେଡିରେ … Continue reading ପୁରୀ ବିଜେଡିରେ ଭୟଙ୍କର ବିସ୍ଫୋରଣ!