ଦେଶର ରାଜଧାନୀ ଦିଲ୍ଲୀ ଏବଂ ପଡ଼ୋଶୀ ରାଜ୍ୟ ଉତ୍ତରାଖଣ୍ଡରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକ ଅତ୍ୟନ୍ତ ସତର୍କ ହୋଇପଡ଼ିଛନ୍ତି। ଦିଲ୍ଲୀ ପୁଲିସକୁ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ନେଇ ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ଉଭୟ ରାଜ୍ୟରେ ‘ହାଇ ଆଲର୍ଟ’ ଜାରି କରାଯାଇଛି। ବିଶେଷ କରି ପ୍ରମୁଖ ମନ୍ଦିର, ସରକାରୀ ପ୍ରତିଷ୍ଠାନ, ରେଳ ଷ୍ଟେସନ ଏବଂ ରାଜନୈତିକ ନେତାମାନଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏହି ଇନପୁଟ୍ ଆଧାରରେ ସମ୍ବେଦନଶୀଳ … Continue reading ଆତଙ୍କବାଦୀଙ୍କ ନିଶାନାରେ ମନ୍ଦିର, ରେଳ ଷ୍ଟେସନ ଓ ସରକାରୀ ଦପ୍ତର : ଦିଲ୍ଲୀ,ଉତ୍ତରାଖଣ୍ଡରେ ହାଇ ଆଲର୍ଟ || Temples, railway stations and government offices targeted by terrorists: High alert in Delhi, Uttarakhand
Copy and paste this URL into your WordPress site to embed
Copy and paste this code into your site to embed