ଶିକ୍ଷାର ମନ୍ଦିର ନା ଯୌନକଳଙ୍କର ପାଠଶାଳା? || Temple of education or a school of sexual arts?

ଯେଉଁଠି ଜ୍ଞାନର ଆଲୋକ ବିଛୁରିତ ହେବା କଥା, ଯେଉଁଠି ଭବିଷ୍ୟତର ନାଗରିକ ଗଢ଼ା ହେବା କଥା, ସେଇ ଶିକ୍ଷାର ମନ୍ଦିର ଏବେ କଳଙ୍କିତ। ଉତ୍ତର ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ବାଲେଶ୍ୱରର ଐତିହାସିକ ଫକୀର ମୋହନ (ଏଫ୍.ଏମ୍) ସ୍ୱୟଂଶାସିତ ମହାବିଦ୍ୟାଳୟ ଏବେ ପାଠପଢ଼ା ପାଇଁ ନୁହେଁ, ବରଂ ଶିକ୍ଷକ ରୂପୀ କାମୁକମାନଙ୍କ କଳା କାରନାମା ପାଇଁ ଚର୍ଚ୍ଚାର ଶିରୋନାମାରେ। ଛାତ୍ରୀମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ସେମାନଙ୍କୁ ଯୌନ ଶୋଷଣର ଶିକାର କରାଯାଉଥିବା ଭଳି ସାଂଘାତିକ ଅଭିଯୋଗ ଏବେ ସମଗ୍ର … Continue reading ଶିକ୍ଷାର ମନ୍ଦିର ନା ଯୌନକଳଙ୍କର ପାଠଶାଳା? || Temple of education or a school of sexual arts?