ପୁଣି ପାରଦ ବଢିବ ୩ରୁ ୫ ଡିଗ୍ରି,ପୂର୍ବାନୁମାନ କଲା ଆଇଏମଡି
Heatwave: ଆଜିଠାରୁ କାଳବୈଶାଖୀର ପ୍ରଭାବ କମିବା ପରେ ଓଡ଼ିଶାରେ ପୁଣି ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାକୁ ଯାଉଛି। ଆଜି ସକାଳୁ ସାରା ରାଜ୍ୟରେ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୩ରୁ ୫ ଦିନ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରି ଅଧିକ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ଗ୍ରୀଷ୍ମ ପ୍ରବାହ ସ୍ଥିତି ଆହୁରି ଗମ୍ଭୀର ହେବ ନିକଟରେ ହୋଇଥିବା କାଳବୈଶାଖୀ ଝଡ଼ … Continue reading ପୁଣି ପାରଦ ବଢିବ ୩ରୁ ୫ ଡିଗ୍ରି,ପୂର୍ବାନୁମାନ କଲା ଆଇଏମଡି
Copy and paste this URL into your WordPress site to embed
Copy and paste this code into your site to embed