ଚା’ ପିଇବା ଅଧିକ ଲାଭଦାୟକ ନା କଫି?

Tea Or Coffee: ଲୋକମାଙ୍କ ମଧ୍ୟରେ ଚା ଏବଂ କଫିକୁ ନେଇ ଅନେକ କ୍ରେଜ ଦେଖିବାକୁ ମିଳେ । ଭାରତରେ ଲୋକମାନେ ଚା କିମ୍ବା କଫି ସହିତ ନିଜ ସକାଳ ଆରମ୍ଭ କରିବାକୁ ପସନ୍ଦ କରନ୍ତି । ଶୀତ ଦିନରେ ଲୋକମାନେ ଅଧିକ କଫି ଏବଂ ଚା ପିଇବା ଆରମ୍ଭ କରନ୍ତି । ଶୀତଦିନେ ଏହା ଭଲ ମନେହୁଏ କିନ୍ତୁ କୌଣସି ଜିନିଷକୁ ଅତ୍ୟଧିକ ବ୍ୟବହାର କଲେ ତାହା କ୍ଷତି ପହଞ୍ଚାଇଥାଏ । ଆଜି ଆମେ ଆପଣଙ୍କୁ … Continue reading ଚା’ ପିଇବା ଅଧିକ ଲାଭଦାୟକ ନା କଫି?