ଭାରତରେ ଚା’ର ରାଜୁତି ; ଦେଶରେ ୬୯% ଲୋକଙ୍କ ପାଇଁ ପେଟ୍ରୋଲ ପରି କାମ କରୁଛି ‘ଚା’ || Tea is king in India; ‘Cha’ works like petrol for 69% of the country’s population

କଫି ଏବଂ ଚା ବିଶ୍ୱ ପାନୀୟ ବଜାରରେ ସବୁଠୁ ପ୍ରାଧାନ୍ୟ ଓ ଅଧିକ ମାତ୍ରାରେ ବ୍ୟବହୃତ ପାନୀୟ ହିସାବରେ ଧରାଯାଏ । କଫି ବିଶ୍ୱବ୍ୟାପୀ ସର୍ବାଧିକ ବ୍ୟବହୃତ ପାନୀୟ ହୋଇଥିଲେ ମଧ୍ୟ, ଭାରତରେ ଚା ନିର୍ବିବାଦୀୟ ନେତା ଭାବରେ ଆଜିବି ଠିଆ ହୋଇ ରହିଛି । ‘ଲୋକାଲ ସର୍କଲ’ ଦ୍ୱାରା କରାଯାଇଥିବା ଏକ ଦେଶବ୍ୟାପୀ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ସର୍ଭେ ଅନୁଯାୟୀ, ୬୯% ଉତ୍ତରଦାତା ଚା’ କୁ ସେମାନଙ୍କର ପ୍ରାଥମିକ ପସନ୍ଦ ଭାବରେ … Continue reading ଭାରତରେ ଚା’ର ରାଜୁତି ; ଦେଶରେ ୬୯% ଲୋକଙ୍କ ପାଇଁ ପେଟ୍ରୋଲ ପରି କାମ କରୁଛି ‘ଚା’ || Tea is king in India; ‘Cha’ works like petrol for 69% of the country’s population