ତୃତୀୟ କନ୍ୟା ସନ୍ତାନ ପାଇଁ ୫୦ ହଜାର ଟଙ୍କା ଦେବେ ଟିଡ଼ିପି ସାଂସଦ ଆପ୍ପାଲା ନାଇଡୁ

TDP MP Appala Naidu: ପୁଅ  ଜନ୍ମ ପାଇଁ ମିଳିବ ଗାଈ ଓ ବାଛୁରୀ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ଲୋକସଭା ସାଂସଦ କେ ଆପ୍ପାଲା ନାଇଡୁ ଘୋଷଣା କରିଛନ୍ତି ଯେ ତାଙ୍କ ନିର୍ବାଚନ ମଣ୍ଡଳୀରେ ତୃତୀୟ କନ୍ୟା ସନ୍ତାନ ଥିବା ପରିବାରକୁ ୫୦ ହଜାର ଟଙ୍କାର ଫିକ୍ସଡ ଡିପୋଜିଟ ପୁଅ ପାଇଁ  ଗାଈ ଏବଂ ବାଛୁରୀ ମିଳିବ। ଜନସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବିଜୟନଗରମ୍ ସାଂସଦ ଏହି ଘୋଷଣା କରିଛନ୍ତି ଏବଂ କହିଛନ୍ତି … Continue reading ତୃତୀୟ କନ୍ୟା ସନ୍ତାନ ପାଇଁ ୫୦ ହଜାର ଟଙ୍କା ଦେବେ ଟିଡ଼ିପି ସାଂସଦ ଆପ୍ପାଲା ନାଇଡୁ