ଜାତୀୟ ସ୍ତରର ଶ୍ରେଷ୍ଠ ୪ ଭିତରେ ଓଡ଼ିଶା ‘ଟାଟା ପାୱାର ଡିସକମ୍ସ’ | Tata Power in Odisha rank among top performers in National DUR report

ଶକ୍ତି ମନ୍ତ୍ରଣାଳୟ ଓଡ଼ିଶାରେ ଟାଟା ପାୱାରର ବଣ୍ଟନ କମ୍ପାନୀଗୁଡ଼ିକ (ଡିସକମ୍ସ)ର ନିରନ୍ତର କାର୍ଯ୍ୟକ୍ଷମ ଉତ୍କର୍ଷତାକୁ ସ୍ୱାଗତ ଜଣେଇଛି | ୨୦୨୪-୨୫ଆର୍ଥିକ ବର୍ଷ ପାଇଁ ବାର୍ଷିକ ବଣ୍ଟନ ଉପଯୋଗୀତା ରାଙ୍କିଂ (DUR) ରିପୋର୍ଟରେ ଚାରୋଟି ସଂସ୍ଥା ଉଚ୍ଚ ପ୍ରଦର୍ଶନକାରୀ ଭାବରେ ସ୍ଥାନ ଅଧିକାର କରିଛନ୍ତି । ଭାରତ ବିଦ୍ୟୁତ୍ ସମ୍ମିଳନୀ ୨୦୨୬ ସମୟରେ ସାରା ଭାରତରେ ୬୬ଟି ଉପଯୋଗୀତା ମୂଲ୍ୟାଙ୍କନ କରିଥିବା ଏହି ନିଷ୍କର୍ଷକୁ ଶୁକ୍ରବାର କେନ୍ଦ୍ର ଶକ୍ତି ମନ୍ତ୍ରୀ ମନୋହର ଲାଲ ଖଟ୍ଟର ସାର୍ବଜନୀନ କରିଥିଲେ। ପ୍ରମୁଖ … Continue reading ଜାତୀୟ ସ୍ତରର ଶ୍ରେଷ୍ଠ ୪ ଭିତରେ ଓଡ଼ିଶା ‘ଟାଟା ପାୱାର ଡିସକମ୍ସ’ | Tata Power in Odisha rank among top performers in National DUR report