Tamil Shadow Path following the example of Biju Babu || ବିଜୁବାବୁଙ୍କ ଆଦର୍ଶରୁ ତାମିଲ ଛାୟାପଥ

ଓଡ଼ିଶାର ରାଜନୀତି ଗତ ଛଅମାସ ଧରି ବଡ଼ ପରିବର୍ତ୍ତନ ଦେଖିଛି। ୨୪ ବର୍ଷ ଦୀର୍ଘ ଅବିରତ ଶାସନ ପରେ ବିଜେଡି ଶାସନ କ୍ଷମତାରୁ ବିଦା ହେଲା, ନବୀନ ପଟ୍ଟନାୟକଙ୍କ ଅପରାଜେୟ ଛବି ଝୁଣ୍ଟିଲା, ଏବଂ ଦଳ ଭିତରେ ଅସନ୍ତୋଷ ସ୍ପଷ୍ଟ ହେବା ଆରମ୍ଭ ହେଲା। ଏହି ପରିବର୍ତ୍ତନ ମଧ୍ୟରେ ବିଜେଡିରୁ ନିଳମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଏକ କଟୁ ଆକ୍ଷେପ ଦଳ–ଭିତର ଚର୍ଚ୍ଚାକୁ ଆରମ୍ଭ କରିଦେଇଛି। ତାଙ୍କ ବକ୍ତବ୍ୟ: “ଦଳର ଚାଟୁକାର ଗୋଷ୍ଠୀ ସିଖି ମାନେଇ ସାଜି … Continue reading Tamil Shadow Path following the example of Biju Babu || ବିଜୁବାବୁଙ୍କ ଆଦର୍ଶରୁ ତାମିଲ ଛାୟାପଥ