ତାମିଲ ବୋହୂ ସୁଜାତାଙ୍କ ଏଣ୍ଟ୍ରି: ଚୁପ୍ ପଡ଼ିଲେ ବିରୋଧୀ, ସୁଧୁରିଗଲେ ଦଳୀୟ ନେତା! || Tamil bohu Sujatha’s entry: Opposition silenced, party leader revived!

ରାଜନୀତିରେ କେତେବେଳେ କେଉଁ ପଶାପାଲି ଓଲଟିଯିବ, ତାହା କେହି କହିପାରିବେ ନାହିଁ। ଯେଉଁ ବିଜେଡି ନେତାମାନେ କିଛିଦିନ ତଳେ ଖୋଲାଖୋଲି ମିଡିଆ ସାମ୍ନାରେ ଗର୍ଜୁଥିଲେ, ଯେଉଁମାନେ ପରାଜୟର ସବୁ ଦୋଷ ଅନ୍ୟ ମୁଣ୍ଡରେ ଲଦି ଦେଇ ନିଜକୁ ସଫା ସୁତୁରା ଦେଖାଇବାକୁ ଚେଷ୍ଟା କରୁଥିଲେ, ଆଜି ସେମାନଙ୍କ ସ୍ୱର ହଠାତ୍ ବଦଳିଯାଇଛି। ହଠାତ୍ ବିଜେଡି ଭିତରେ ଏକ ଅଜଣା ଭୟର ବାତାବରଣ ଖେଳିଯାଇଛି। ଆଉ ଏହି ଭୟ କୌଣସି ବାହାର ଶତ୍ରୁର ନୁହେଁ, ବରଂ ଦଳ ଭିତରର … Continue reading ତାମିଲ ବୋହୂ ସୁଜାତାଙ୍କ ଏଣ୍ଟ୍ରି: ଚୁପ୍ ପଡ଼ିଲେ ବିରୋଧୀ, ସୁଧୁରିଗଲେ ଦଳୀୟ ନେତା! || Tamil bohu Sujatha’s entry: Opposition silenced, party leader revived!