ଓଡ଼ିଶାରେ ବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଏବଂ ମେରିଟ୍ ଲିଷ୍ଟ ପ୍ରକାଶକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍ଜି ମହାତ୍ମା ଗାନ୍ଧୀ ମାର୍ଗରେ ଦୀର୍ଘ ଦିନ ଧରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଥିବା ହଜାର ହଜାର ଶିକ୍ଷକ ଆଶାୟୀ ଶେଷରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଅନୁଷ୍ଠିତ ବହୁପ୍ରତୀକ୍ଷିତ ବୈଠକ କୌଣସି ନିର୍ଦ୍ଦିଷ୍ଟ ନିଷ୍କର୍ସ ବିନା ବିଫଳ … Continue reading ଶିକ୍ଷକ ନିଯୁକ୍ତି ବିବାଦରେ ସରକାରଙ୍କ ସହ ଆଲୋଚନା ବିଫଳ, ରାଜରାସ୍ତାରେ ଆମରଣ ଅନଶନ ଆରମ୍ଭ କଲେ ଚାକିରି ଆଶାୟୀ || Talks with government fail in teacher recruitment dispute, job seekers start hunger strike on highway
Copy and paste this URL into your WordPress site to embed
Copy and paste this code into your site to embed