ଦାଗୀ ନେତା- ରାଜନୈତିକ ଦଳ ହିଁ ଏହାର ସମାଧାନ କରିପାରିବେ

Convicted leaders: ସଂସଦ ଭିତରେ କିମ୍ବା ବାହାରେ ବିଭିନ୍ନ ରାଜନୈତିକ ଦଳ ଏହି ବିବାଦୀୟ ପ୍ରସଙ୍ଗରେ ଆଲୋଚନା କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି କାରଣ ସେମାନଙ୍କ ସମସ୍ତଙ୍କ ଦଳରେ ଅନେକ ସଂଖ୍ୟକ ଦାଗୀ ନେତା ଅଛନ୍ତି। ବାସ୍ତବତା ହେଉଛି ରାଜନୀତିର ଅପରାଧୀକରଣ ଏବେ ସବୁ ଦଳରେ ଓ ସମସ୍ତେ ଏହାଦ୍ଵାରା ଆକ୍ରାନ୍ତ। ଦୋଷୀ ସାବ୍ୟସ୍ତ ରାଜନେତାଙ୍କୁ ଅବଶିଷ୍ଟ ଜୀବନ ପାଇଁ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲଗାଯିବ କି ନାହିଁ ତାହା ବିଚାର କରିବା ସଂସଦର ଅଧିକାର … Continue reading ଦାଗୀ ନେତା- ରାଜନୈତିକ ଦଳ ହିଁ ଏହାର ସମାଧାନ କରିପାରିବେ