ତହବୁର ରାଣାର ପାକିସ୍ତାନୀ ପରିବାରର ପାକ୍ ସେନା ସହିତ ସମ୍ପର୍କ କ’ଣ ?
Tahawwur Rana : ମୁମ୍ବାଇ ଆତଙ୍କବାଦୀ ହମଲାର ମୁଖ୍ୟ ମାଷ୍ଟରମାଇଣ୍ଡ ତହବ୍ବୁର ହୁସେନ ରାଣା ଭାରତରେ ପହଞ୍ଚି ସାରିଛି। ଗିରଫତାରୀର ପ୍ରାୟ ୧୬ ବର୍ଷ ପରେ ଆମେରିକାରୁ ତାକୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଛି। ତାକୁ ଏକ ସ୍ୱତନ୍ତ୍ର ବିମାନରେ ଭାରତ ଆଣାଯାଇଛି। ରାଣା ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାର ସମ୍ଭାବନା ରହିଛି। ସମ୍ଭବତଃ ରାଣାକୁ ଦିଲ୍ଲୀର ତିହାଡ଼ ଜେଲରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯିବ। ତହବ୍ବୁର ରାଣା ପୂର୍ବରୁ ପାକିସ୍ତାନୀ ସେନାରେ ଡାକ୍ତର … Continue reading ତହବୁର ରାଣାର ପାକିସ୍ତାନୀ ପରିବାରର ପାକ୍ ସେନା ସହିତ ସମ୍ପର୍କ କ’ଣ ?
Copy and paste this URL into your WordPress site to embed
Copy and paste this code into your site to embed