ଫ୍ୟାନ୍ସଙ୍କୁ ନାଗିନ ଡ୍ୟାନ୍ସ କରି ଚିଡାଇଲେ ଖେଳାଳି ।। T20WorldCup
ଟି-୨୦ ବିଶ୍ୱକପ୍ ସୁପର-୮ର ଏକ ମହତ୍ତ୍ୱପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ୬୧ ରନରେ ହରାଇ ବିଜୟୀ ହୋଇଛି । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ଖେଳ ଏବଂ ଯୁବା ଖେଳାଳିଙ୍କର ଦକ୍ଷତା ପ୍ରଶଂସାଯୋଗ୍ୟ ଥିଲା। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କିୱି ଦଳ ୧୬୮ ରନ୍ ତିଆରି କରିଥିଲା। ପରେ ଶ୍ରୀଲଙ୍କା ୧୦୭ ରନ୍ କରି ପରାଜୟ ଗ୍ରହଣ କରିଥିଲା। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡର ଗ୍ଲେନ ଫିଲିପ୍ସ ଖେଳରେ ଏମିତି କିଛି କାର୍ଯ୍ୟ … Continue reading ଫ୍ୟାନ୍ସଙ୍କୁ ନାଗିନ ଡ୍ୟାନ୍ସ କରି ଚିଡାଇଲେ ଖେଳାଳି ।। T20WorldCup
Copy and paste this URL into your WordPress site to embed
Copy and paste this code into your site to embed