ସୁପର ୮ରେ କାହା ସହ ଖେଳିବ ଭାରତ? ଜାଣନ୍ତୁ ।। T20 World Cup 2026
ଭାରତ ଟିମ୍ ଟି-୨୦ ବିଶ୍ୱକପ୍ ସୁପର ୮ ପର୍ଯ୍ୟାୟରେ ଯୋଗ୍ୟତା ଅର୍ଜନ କରିଛି। ରବିବାର ଦିନ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଗ୍ରୁପ୍ ‘ଏ’ ମୁକାବିଲାରେ ଭାରତ ପାକିସ୍ତାନକୁ ପରାସ୍ତ କରି ଏହି ସଫଳତା ପାଇଛି । ଏହା ସହିତ ଭାରତ ସୁପର ୮ର ପାଇଁ ସ୍ଥାନ ନିଶ୍ଚିତ କରିଛି ଏବଂ ଗୋଟିଏ ଲିଗ୍ ମ୍ୟାଚ୍ ବାକି ରହିଛି। ସୁପର ୮ରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବ, ଯାହାକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ୍ … Continue reading ସୁପର ୮ରେ କାହା ସହ ଖେଳିବ ଭାରତ? ଜାଣନ୍ତୁ ।। T20 World Cup 2026
Copy and paste this URL into your WordPress site to embed
Copy and paste this code into your site to embed