ପଦ ଛାଡିଲେ ସ୍ୱିଗିର ସହ-ପ୍ରତିଷ୍ଠାତା ନନ୍ଦନ ରେଡ୍ଡି ; କ’ଣ ଥିଲା ମୁଖ୍ୟ କାରଣ ? || Swiggy co-founder Nandan Reddy stepped down; what was the main reason?

ଖାଦ୍ୟ ଏବଂ ରାସନ ଘରେ ଆଣି ପହଞ୍ଚୁଥିବା କମ୍ପାନୀ ‘ସ୍ୱିଗି’ ଶୁକ୍ରବାର କହିଛି ଯେ ଏହାର ସହ-ପ୍ରତିଷ୍ଠାତା ନନ୍ଦନ ରେଡ୍ଡି ତାଙ୍କ କାର୍ଯ୍ୟନିର୍ବାହୀ ପଦବୀରୁ ଇସ୍ତଫା ଦେବେ ଏବଂ ବୋର୍ଡରେ ତାଙ୍କ ଆସନ ମଧ୍ୟ ଛାଡିବେ। ଶ୍ରୀହର୍ଷ ମାଜେଟି ଏବଂ ରାହୁଲ ଜୈମିନିଙ୍କ ସହ ସ୍ୱିଗିର ସହ-ପ୍ରତିଷ୍ଠା କରିଥିବା ରେଡ୍ଡି ନିଜର ଉଦ୍ୟୋଗ ଆରମ୍ଭ କରିବା ପାଇଁ କମ୍ପାନୀ ଛାଡିଛନ୍ତି । ଜୈମିନି ମେ ୨୦୨୦ରେ କମ୍ପାନୀ ଛାଡିଥିଲେ। ବେଙ୍ଗାଲୁରୁସ୍ଥିତ ଏହି ଫାର୍ମ ଏକ ଷ୍ଟକ୍ ଏକ୍ସଚେଞ୍ଜ … Continue reading ପଦ ଛାଡିଲେ ସ୍ୱିଗିର ସହ-ପ୍ରତିଷ୍ଠାତା ନନ୍ଦନ ରେଡ୍ଡି ; କ’ଣ ଥିଲା ମୁଖ୍ୟ କାରଣ ? || Swiggy co-founder Nandan Reddy stepped down; what was the main reason?