ଝାଳ ବୋହି ଦୁର୍ଗନ୍ଧ ହେଉଛି କି? ଏହା କରିବା ଦ୍ୱାରା ମିଳିବ ମୁକ୍ତି

Sweating Issue: ଦେହରୁ ଅଧିକ ଝାଳ ନିର୍ଗତ ହେଲେ ଦୁର୍ଗନ୍ଧ ହୋଇଥାଏ। କିନ୍ତୁ ପ୍ରକୃତରେ ନା ଶରୀରର ନା ଝାଳର, ନିଜର କୌଣସି ଗନ୍ଧ ନଥାଏ। ଦେହରୁ ନିର୍ଗତ ଝାଳ ଚମଡ଼ା ଉପରେ ଥିବା ବ୍ୟାକ୍ଟେରିଆ ବା ଜୀବାଣୁ ସ°ସ୍ପର୍ଶରେ ଆସିଲେ ହିଁ ଦୁର୍ଗନ୍ଧ ସୃଷ୍ଟି ହୁଏ। ଶରୀରରୁ କେତେ ପରିମାଣର ଝାଳ ବାହାରୁଛି ତାହା ଆଦୌ ଦୁର୍ଗନ୍ଧର ମାତ୍ରାକୁ ପ୍ରଭାବିତ କରେ ନାହିଁ। ଜଣଙ୍କର ଗମଗମ ଝାଳ ବୋହି ମଧ୍ୟ ଆଦୌ ଦୁର୍ଗନ୍ଧ ନହୋଇ ପାରେ ଏବଂ … Continue reading ଝାଳ ବୋହି ଦୁର୍ଗନ୍ଧ ହେଉଛି କି? ଏହା କରିବା ଦ୍ୱାରା ମିଳିବ ମୁକ୍ତି