ନିର୍ବାଚନ ନ ଲଢ଼ି ଦିଲ୍ଲୀର ସବୁଠାରୁ ବଡ଼ ବିଜେତାଭାବେ ଉଭା ହୋଇଛନ୍ତି ସ୍ୱାତୀ ମାଲିୱାଲ

Swati Maliwal: ସ୍ୱାତୀ ମାଲିୱାଲ ସୋସିଆଲ ମିଡିଆରେ ଦ୍ରୌପଦୀ ବସ୍ତ୍ର ହରଣର ଚିତ୍ର ଛାଡ଼ି କେଜ୍ରିୱାଲଙ୍କୁ ଚିଡ଼ାଇଛନ୍ତି। ଯାହାର ମଜା ସୋସିଆଲ ମିଡିଆ ୟୁଜର ନେଉଛନ୍ତି। ଦିଲ୍ଲୀ ନିର୍ବାଚନର ଫଳାଫଳ ଯାହା ହେଉନା କାହିଁକି ସ୍ୱାତୀ ନିର୍ବାଚନ ମୈଦାନକୁ ନଓହ୍ଲାଇ ବି ସବୁଠାରୁ ବଡ଼ ବିଜେତାଭାବେ ଉଭା ହୋଇଛନ୍ତି।  ଦିଲ୍ଲୀ ନିର୍ବାଚନ ଫଳାଫଳ ଚକିତ କଲା ଭଳି ହୋଇଛି। ଭୋଟ୍ ସରିବା ପରେ ପରେ ଆସିଥିବା ଏକଜିଟ୍ ପୋଲ୍ ବିଜେପି ବିଜୟ ଉପରେ ମୋହର ମାରିଥିଲା। କିନ୍ତୁ … Continue reading ନିର୍ବାଚନ ନ ଲଢ଼ି ଦିଲ୍ଲୀର ସବୁଠାରୁ ବଡ଼ ବିଜେତାଭାବେ ଉଭା ହୋଇଛନ୍ତି ସ୍ୱାତୀ ମାଲିୱାଲ