ସୂର୍ଯ୍ୟବଂଶୀଙ୍କୁ ମିଳିଲା ଟିମ୍ ଇଣ୍ଡିଆ ଜର୍ସି – ଆଖିରେ ଲୁହ, ଓଠରେ ହସ! || Suryavanshi received the Team India jersey – tears in his eyes, a smile on his lips!

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଟିମ୍ ଇଣ୍ଡିଆ ଜର୍ସି; ଭାବପ୍ରବଣ ମୁହୂର୍ତ୍ତର ଭିଡିଓ ଶେୟାର କଲା BCCI ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ସାମ୍ନାକୁ ଆସିଛି। ମାତ୍ର ୧୫ ବର୍ଷ ବୟସରେ ସେ ସିନିୟର ଟିମ୍ ଇଣ୍ଡିଆର ଜର୍ସି ପାଇଛନ୍ତି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ପକ୍ଷରୁ ଏହି ମୁହୂର୍ତ୍ତର ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଛି, ଯାହା କ୍ରିକେଟ୍ ପ୍ରେମୀଙ୍କ ମନକୁ ଛୁଇଁଯାଇଛି। ଭିଡିଓରେ … Continue reading ସୂର୍ଯ୍ୟବଂଶୀଙ୍କୁ ମିଳିଲା ଟିମ୍ ଇଣ୍ଡିଆ ଜର୍ସି – ଆଖିରେ ଲୁହ, ଓଠରେ ହସ! || Suryavanshi received the Team India jersey – tears in his eyes, a smile on his lips!