suryakumar yadav ।। ଟି୨୦ ବିଶ୍ୱକପ୍ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ସହ ଏମିତି କଲେ ଖେଳାଳୀ
ଆସନ୍ତା ଫେବୃଆରୀ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଟିମ୍ ପ୍ରସ୍ତୁତିରେ ଲାଗି ପଡ଼ିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ହୋଇଥିବା ଘରୋଇ ଟି୨୦ ସିରିଜରେ ଟିମ୍ ଇଣ୍ଡିଆ ତାଙ୍କର ପ୍ରସ୍ତୁତିର ଟ୍ରେଲର ଦେଖାଇଛି, ଯେଉଁଠାରେ ସମସ୍ତ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ମେମ୍ବର ଟିମ୍ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂର୍ଯ୍ୟକୁମାର ଯାଦବ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ଦାୟିତ୍ୱ ନେଇଛନ୍ତି। ଏହା ମାତ୍ର ନେତୃତ୍ୱର ପ୍ରତୀକ ନୁହେଁ, … Continue reading suryakumar yadav ।। ଟି୨୦ ବିଶ୍ୱକପ୍ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ସହ ଏମିତି କଲେ ଖେଳାଳୀ
Copy and paste this URL into your WordPress site to embed
Copy and paste this code into your site to embed